ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ରେ ଏକଲକ୍ଷ ଆଠ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
199

ବ୍ରହ୍ମପୁର, ୧୧/୧୧– ସ୍ଥାନୀୟ ଭାପୁର ଦଳୁଆ ସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ରେ ମହାପଞ୍ଚୁକ ଅବସରରେ ପ୍ରତିଦିନ ସଂନ୍ଧ୍ଯା ରେ ଦୈନିକ କୋଡ଼ିଏ ହଜାର ଏକ ଲେଖାଏଁ ଦୀପଦାନ ପୂର୍ବକ ପାଞ୍ଚ ଦିନରେ ଏକ ଲକ୍ଷ ଆଠ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। କାର୍ତ୍ତିକ ମାସ ଅବସରରେ ମାସ ବ୍ୟାପି ପ୍ରତ୍ୟେକ ଦିନ ରୁଦ୍ରାଭିଷେକ, ହୋମ, ବେଲପତ୍ର ଅର୍ଚ୍ଚନ ଇତ୍ୟାଦି କାର୍ଯ୍ୟକ୍ରମ ରେ ଶହ ଶହ ଭକ୍ତ ଯୋଗଦେଇ ବିଭୂକ୍ରୂପା ଲାଭ କରୁଛନ୍ତି। ମନ୍ଦିର କମିଟି ପକ୍ଷ ରୁ ମାସ ବ୍ୟାପି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳିନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here