ବଦଳିଲେ କୁକୁଡାଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରଇତ

0
199

ବ୍ରହ୍ମପୁର,୧୬/୧୧–ବଦଳିଲେ କୁକୁଡାଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରଇତ । ତାଙ୍କର କୋଟାଘର ତହସିଲଦାର ରୂପେ ବଦଳି କରିଛନ୍ତି ରାଜ୍ୟ ସରକାର lବିଭିନ୍ନ ସମୟରେ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ପଥର ଓ ଜମି ମାଫିଆଙ୍କୁ ହାତବାରିସୀ କରି ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା l କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ମଧ୍ୟ ଏକ ଲିଖିତ ଅଭିଯୋଗ ରାଜସ୍ବ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ପ୍ରଦାନ କରିଥିଲେ l ଅଭିଯୋଗର ସପ୍ତାହେ ନ ପୂରୁଣୁ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

LEAVE A REPLY

Please enter your comment!
Please enter your name here