ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଆସନ୍ତା -୩୦ରେ

0
175

ପାରଳାଖେମୁଣ୍ଡି, ୨୫/୧୧– ଗଜପତି ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ -୨୦୧୯ କାର୍ଯ୍ୟକ୍ରମ ଚଳିତ ମାସ ୩୦ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବ।
ଏହି ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ୧୩ରୁ୩୫ ବର୍ଷର ପୁଅ ଝିଅ ମାନେ ଭାଗନେଵେ ଏବଂ ସେମାନେ ୭ ଗୋଟି ଇଭେଣ୍ଟସରେ ଅଂଶ ଗ୍ରହଣ କରି ସେମାନେ ପ୍ରତିଭା ପରିବେଷଣ କରିବେ। ଏହି ଜିଲ୍ଲା ସ୍ତରୀୟ ମହୋତ୍ସବ ଯେଉଁ ପ୍ରତିଯୋଗିତା ଗୁଡିକରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଜିଲ୍ଲା ସ୍ତରୀୟ ପୁରସ୍କୃତ ହେବେ ଏବଂ ଯେଉଁ ମାନେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବେ ସେହିମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ସୂଚନା ଦେଇଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here