ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

0
359

 

ବ୍ରହ୍ମପୁର,୨୦/୦୧/୨୦୨୦(ବ୍ୟୁରୋ ରିପୋର୍ଟ)
ପଣ୍ଡିତ ଜ୍ୟୋତିଷ ବିଶାରଦ ବାଇକୋଳି ମହାପାତ୍ର ଙ୍କ ପୁତ୍ର ତଥା ବରିଷ୍ଠ ସାମ୍ୱାଦିକ ଜଗନ ମହନ ମହାପାତ୍ର ଙ୍କ ପିତା ସମାଜସେବୀ ,ଶିକ୍ଷାବିତ ତାରା ପ୍ରସାଦ ମହାପାତ୍ରଙ୍କ ଆଜି ଦେହାନ୍ତ ଘଟିଛି। ସେ ଖଲ୍ଲିକୋଟି ଆର ଏମ ସି କଲେଜର ଅଧ୍ୟାପକ ଓ ବ୍ରହ୍ମପୁର ସିଟି କଲେଜର ଅଧକ୍ଷ ଥିଲେ। ଶିକ୍ଷା କ୍ଷେତ୍ର ରେ ତାଙ୍କରି ଅବଦାନ ଅତୁଳନୀୟ ଥିଲା। ଆଜି ସେହି ଭଳି ଜଣେ ବ୍ୟକ୍ତିତ୍ୱ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here