ବେଗୁନିଆପଡା : ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ନିମନ୍ତେ କଳସ ଯାତ୍ରା

0
174

ଗଞ୍ଜାମ,୦୭/୦୨/୨୦୨୦(ଟୁକୁନା ପ୍ରଧାନ)ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନମୁଦ ନିମନ୍ତେ ବନଯାଗ, ଅଙ୍କୁରାରୋପଣ, ମଙ୍ଗଳକରଣ, ନାମଯଜ୍ଞ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସଂସ୍କାର,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କଳସ ଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ବିରୂପାକ୍ଷ ଦାଶ ଶର୍ମା ଏବଂ ଅନ୍ୟାନ୍ୟ ପଣ୍ଡିତ ମାନେ ପୂଜା ନିର୍ବାହ କରିଛନ୍ତି ଏବଂ ନୂଆଗଡ଼ ଗ୍ରାମ ର ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here