ମହିଳା ଙ୍କ ଆତ୍ମହତ୍ୟା

0
156

 

କବିସୂର୍ଯ୍ୟନଗର,୧୭/୦୨/୨୦୨୦:କବିସୂର୍ଯ୍ୟନଗର ମେନ ରୋଡ ରଏକ ଭଡା ଘରୁ ଆଜି ସକାଳେ ପୁଲିସ ଜଣେ ବିବାହିତା ମହିଳା ଙ୍କ ମୃତ୍ୟୁ ଦେହକୁ ଜବତ କରିଛି ।ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ମହିଳା ଜଣଙ୍କ ନାମ ଇତିଶ୍ରୀ ସାମନ୍ତରାୟ(୨୧), ସ୍ୱାମୀ ଙ୍କ ନାମ ସାଗର ସାମନ୍ତରାୟ।ଦୁହେଁ ୬ ମାସ ପୂର୍ବେ ବିବାହ କରିଥିଲେ।ପୁଲିସ ଶବକୁ ଆସିକା ଡାକ୍ତରଖାନାରେ ବ୍ଯବଛେଦ କରାଇଛନ୍ତି। କବିସୂର୍ଯ୍ଯନଗର ଥାନାରେ ୩୬/୨୦ ରେ ମାମଲା ରୁଜୁ କରି ସାଗର କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା, ଥାନା ଅଧିକାରୀ ସ୍ନେହମଞରୀ ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ -ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here