ଦଳିତ ମହାସଂଘ ତରଫ ରୁ ତରଫରୁ ଭାରତ ବନ୍ଦ , ଶତାଧିକ ଗିରଫ

0
339

ଭୁବନେଶ୍ୱର, ୨୩/୦୨/୨୦୨୦( ଆକାଶ ମିଶ୍ର) – ଆଜି ଆଜି ଦଳିତ ମହାସଂଘ ତରଫ ରୁ ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ତେବେ ଏହାର ପ୍ରବାହ ରାଜଧାନୀ ଭୁବନେଶ୍ବର ମଧ୍ୟ ଦେଖିବାକୁ ମିଳିଛି । କିଛି କର୍ମୀ ବାଣୀବିହାର ଛକ ରେ ଭାରତ ବନ୍ଦ କୁ ଡାକରା କରି ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କର୍ମୀ ଙ୍କୁ ଗିରଫ କରି ଅଟକ ରଖିଛି । ସୂଚନାଯୋଗ୍ୟ ଯେ ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here