ରାସ୍ତାକଡ଼ରେ ଗାଡ଼ିରଖି ପରିଶ୍ରା କରିବାବେଳେ ଅଚାନକ ଓଲଟିଲା ଟ୍ରକ

0
624

 

କନ୍ଧମାଳ, ୦୪/୦୩/୨୦୨୦:ଗତକାଲି ସକାଳ ସମୟ ରେ କୋଟଗଡ଼ କୋଟଗଡ଼ ମୁନିଗୁଡ଼ା ରାସ୍ତାରେ ଥିବା ପାହାଡି ଢ଼ାବା ପାଖରେ ଏକ ତେଲ ଟ୍ରକ ଗାଡ଼ି ନମ୍ବର AP31F5375ରାସ୍ତା କଡ଼ରେ ଠିଆ ହୋଇଥିବା ସମୟ ରେ ଗାଡିଟି ରାସ୍ତା ଅଚାନକ ଓଲଟି ପଡିଛି । ଡ୍ରାଇଭର କହିବା ଅନୁଯାୟୀ, ରାସ୍ତା କଡ଼ରେ ଗାଡି ରଖି ପରିଶ୍ରା କରିବା ପାଇଁ ଯାଇଥିଲେ, ଆସି ଦେଖିଲା ପରେ ଟ୍ରକଟି ଓଲଟି ପଡିଛିl ଟ୍ରକଟି ତେଲ ଅନଲୋଡ କରି ଫେରୁଥିଲା ବେଳେ ଏପରି ଘଟଣା ହୋଇଛି। ଗାଡ଼ି ପାଖରେ କେହି ଲୋକ ନଥିଲେ ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

ରିପୋର୍ଟ: ନଳିନୀ କାନ୍ତ ମିଶ୍ର l

LEAVE A REPLY

Please enter your comment!
Please enter your name here