କୋରାନ ମୁକାବିଲା ପାଇଁ ହିନ୍ଦୁସ୍ଥାନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ।

0
125

 

ଫୁଲବାଣୀ,୧୦/୦୪/୨୦୨୦ : କନ୍ଧମାଳ କୋରାନ ମହାମାରୀ ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ହିନ୍ଦୁସ୍ଥାନ ଦଳ ଦକ୍ଷିଣ ପ୍ରାନ୍ତ ସମ୍ପାଦକ ଶ୍ରୀ ବିଶ୍ୱନାଥ ପାତ୍ର(ଜିତୁ)ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧୦୧୧/ ଟଙ୍କାର ଏକ ଚେକ୍ ଜିଲ୍ଲାପାଳ ଡ଼. ବୃନ୍ଦା ଡି ଙ୍କ ଜରିଆରେ ପ୍ରଦାନ କରିଛନ୍ତି|

ରିପୋର୍ଟ: ଅଂଶୁମାନ ପ୍ରିୟଦର୍ଶନ

LEAVE A REPLY

Please enter your comment!
Please enter your name here