ସମ୍ପର୍କୀୟ ଭାଇର କାତି ଚୋଟରେ ଜଣେ ଗୁରୁତର

0
230

 

ବେଲଗୁଣ୍ଠା,୧୦/୦୪/୨୦୨୦: ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ ସାମାନ୍ୟ ବଚସାକୁ ନେଇ ସମ୍ପର୍କୀୟ ଭାଇଙ୍କ କାତି ମାଡରେ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଖବର ନେବାରୁ ଜଣାପଡିଛି ଯେ ଖଇରପୁଟି ଗ୍ରାମର ରାସନ ଦୋକାନ ଦେଇଥିବା ଚନ୍ଦ୍ରମଣି ସ୍ୱାଇଁ (୭୦) ତାଙ୍କ ସମ୍ପର୍କୀୟ ଭାଇ ରତ୍ନାକର ସ୍ୱାଇଁ (୬୫) ଆଜି ଅପରାହ୍ନ ୫ ଘଣ୍ଟା ସମୟରେ।କୌଣସି ଏକ ଛୋଟିଆ କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।ଉତକ୍ଷିପ୍ତ ହୋଇ ରତ୍ନାକର ଘରକୁ ଯାଇ ଗୋଟିଏ କାତି ଆଣି ଚନ୍ଦ୍ରମଣି ଙ୍କ ମୁଣ୍ଡକୁ ହାଣିଦେଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରତ୍ନାକରକୁ ଗ୍ରାମବାସୀ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଭର୍ତ୍ତି କରାଯାଇଛି ।

ରିପୋର୍ଟ: ସୁଶାନ୍ତ ମିଶ୍ର

LEAVE A REPLY

Please enter your comment!
Please enter your name here