ସୁନାପୁର ଗ୍ରାମପଞ୍ଚାୟତ ର ସରପଂଚ ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ

0
198

ଚିକିଟି, ୧୬/୦୪/୨୦୨୦:(ନିପ୍ର):ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମପଞ୍ଚାୟତର ସରପଞ୍ଚ ମଞ୍ଜୁଳା ବେହେରା, ନିଜଝିଆରୀ, ପଡୋଶୀ ଭଉଣୀ ସହ ନିଜଘରେ ଗତରାତିରେ ଶୋଇଥିବା ସମୟରେ କେତେକ ଦୁର୍ବୁତ୍ତ ଗ୍ରିଲପଟୁ ପେଟ୍ରୋଲ ଢାଳି ନିଆଁଲଗାଇ ଦେଇଥିଲେ, ଘରପୋଡି ହତ୍ୟା ଉଦ୍ୟମପାଇଁ ପ୍ରଚେଷ୍ଟାକରୁଥିବା ବେଳେ ନିଆଁ ଝାସରେ ଅଣନିଶ୍ୱାସୀହୋଇ ନିଦଭାଙ୍ଗି ଯିବା ସହ ପାଖପଡୋଶୀକୁ ଚିତ୍କାରକରି ରକ୍ଷାକରିବା ପାଇଁ ନିବେଦନ କରିଥିଲେ, ସରପଞ୍ଚଙ୍କ ଶ୍ରୀମତୀ ବେହେରା ତ୍ରାହିତ୍ରାହି ଚିତ୍କାର ଶୁଣି ସାହି ପଡୋଶୀ ନିଦରୁ ଉଠି ନିଆଁକୁ ଆୟତ୍ତ କରିଥିଲେ, ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚଙ୍କ ସାମୁଦ୍ରିକଥାନାରେ ଦାବୀଅନୁଯାୟୀ ପୋଲିସ କେସ ନଂ ୦୩/୨୦ ରେ ତଦନ୍ତ ଚଳାଇ ଉମାକାନ୍ତ ବେହେରା ଓ ହାଡୁ ବେହେରା ୨ ଜଣକୁ ଅଟକ ରଖି ପଚରାଉଚୁରା କରି ଛାଡିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here