କବି ଗୁରୁ ଉଦୟ ନାଥ ମହାପାତ୍ର ଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ

0
122

 

ବ୍ରହ୍ମପୁର, ୧୮/୦୫/୨୦୨୦:ରାମହରିନଗର ସ୍ଥିତ ମହେନ୍ଦ୍ର କଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ୱର୍ଗତ କବି ଗୁରୁ ଉଦୟ ନାଥ ମହାପାତ୍ର ଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଡାକ୍ତର ହୃଷୀକେଶ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଶିଶୁ କବି ଆଂଶିକ ପ୍ରିୟଦର୍ଶୀ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ଵଳିତ କରିଥିଲେ ।ଲକ୍ ଡାଉନ ଯୋଗୁଁ ସାମାଜିକ ସମଦୂରତା ରକ୍ଷାକରି କମ୍ ଲୋକ ଙ୍କ ଉପସ୍ଥିତ ଶ୍ରଦ୍ଧାଞଳି ସଭା ଅନୁଷ୍ଟିତ ହୋଇଥିଲା।ତେବେ ଭିଡିଓ କଲିଂ ମାଧ୍ୟମରେ ପ୍ରଫେସର କୃଷ୍ଣ ଚନ୍ଦ୍ର ଜେନା,ମନୋଜ କୁମାର ପାଢୀ, ଦୀନବନ୍ଧୁ ଶ୍ରୀ ପଲ୍ଲବ, ପୁଷ୍ପାଜଳି ପଣ୍ଡା, ବନ୍ଦନା ମହାପାତ୍ର, ଦେବୀପ୍ରସାଦ ମହାପାତ୍ର ସ୍ୱର୍ଣପ୍ରଭା ପାଢୀ, କିରଣ ମିଶ୍ର, ନିବେଦିତା ପଣ୍ଡା,ଶୁଭ୍ରମିତା ପଣ୍ଡା, ବାସନ୍ତୀ ମହାପାତ୍ର ଓ ଜ୍ଯୋସ୍ନାରାଣୀ ମହାପାତ୍ର ପ୍ରମୁଖ ସ୍ୱର୍ଗତ ମହାପାତ୍ର ଙ୍କ ର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here