ଉତ୍କଳ ଛାତ୍ର ସଂଗଠନ ତରଫରୁ ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ

0
342

 

ଗଞ୍ଜାମ,୨୧/୦୫/୨୦୨୦ (ଟୁକୁନା ପ୍ରଧାନ) ଉତ୍କଳ ଛାତ୍ର ସଂଗଠନ ର ଗଞ୍ଜାମ ଜିଲ୍ଲା ସଂଗଠନ ସଚିବ ଶ୍ରୀଗଣେଶ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ରେ ଗତକାଲି ଗଞ୍ଜାମ ଜିଲ୍ଳା ର ବିଭିନ୍ନ ସ୍ଥାନ ଯଥା ଗୋଳାବନ୍ଧ, ପୋଡାମାରି, କବିସୂର୍ଯ୍ୟନଗର, ବ୍ରହ୍ମପୁର, ପଥରା ଆଦି ସ୍ଥାନମାନଙ୍କରେ ରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବ ସମାଜ ସେବୀ ଶ୍ରୀ ସାନ୍ତୁନୁ ପ୍ରଧାନ, ଚନ୍ଦନ ପାତ୍ର, ସିଲୁ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । ଆଗକୁ ଏମିତି ବହୁତ ଗରିବ ଓ ଅସହାୟ ପରିବାର କୁ ସାହାଯ୍ୟ ସହଯୋଗ କରାଯିବ ବୋଲି ଜିଲ୍ଲା ସଂଗଠନ ସଚିବ ନିଜର ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here