କାଶିନଗର ବ୍ଲକ ଅଲଡା ପଞ୍ଚାୟତ କରେଂଟାଇନରେ ଜଣେ ମୃତ୍ୟୁ

0
247

 

ପାରଳାଖେମୁଣ୍ଡି, ୨୧/୦୫/୨୦୨୦:- ବିଶାଖାପାଟଣା ଫେରନ୍ତା ଜଣେ ପ୍ରବାଶୀ ଓଡ଼ିଆ ମୃତ୍ୟୁ । କାଶିନଗର ବ୍ଲକ ଅଲଡା ପଞ୍ଚାୟତ କରେଂଟାଇନରେ କେନ୍ଦ୍ରରେ ଜଣେ ମୃତ୍ୟୁ ସୂଚନା । ବ୍ୟକ୍ତି ଜଣକ ବିଶାଖାପାଟଣାରୁ ଦୁଇ ଦିନ ପୂର୍ବରୁ ଫେରି କରେଂଟାଇନରେ ରହିଥିଲେ। ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। One cancer patient who had returned from Vizag 2days back was styaing in a separate building in Alada Adarsha Vidyalaya has died last night… Further prescribed procedure is being followed…

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here