ଶେରଗଡ ଚାରିଛକରେ ରାସ୍ତା ଅବରୋଧ

0
261

 

ଶେରଗଡ,୧୭/୦୬/୨୦୨୦ଶେରଗଡ ରେ ଡ୍ରେନଜ ଅବସ୍ଥାରେ ସୁଧାର ଆସୁନଥିବାରୁ ଏବଂ ଏ ସଂପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଠାରେ ଅଭିଯୋଗ କଲେ ମଧ୍ଯ କେହି କର୍ଣପାତ କରୁନଥିବାରୁ ରାସ୍ତା ଉପରେ ନାଳନର୍ଦ୍ଦମା ,ବର୍ଷା ପାଣି ଜମି ରହୁଥିବାରୁ ଏହାର ପ୍ରତିବାଦ କରି ଆଜି ସ୍ଥାନିୟ ଲୋକେ ଚାରିଛକ ରେ ଟାୟାର ଜାଳି ପଥ ଅବରୋଧ କରିଥିଲେ ।ବିଡିଓ ସୁରଂଜନସାହୁ,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ତହସିଲଦାର ଦୟାସିଂଧୁ ପରିଡା ଓ ନିର୍ବାହିଯନ୍ତୀ ଅରୁଣ କୁମାର ଶତପଥୀ,ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here