ଆସନ୍ତା ୧୦ଦିନ ପାଇଁ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ସାଧାରଣ ଲୋକ ପାଇଁ ବନ୍ଦ ରହିବ ।

0
284

 

ଛତ୍ରପୁର,୨୪/୦୬/୨୦୨୦(ବ୍ୟୁରୋୋ ରିପୋର୍ଟ) ଆସନ୍ତା ୧୦ଦିନ ପାଇଁ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ସାଧାରଣ ଲୋକ ପାଇଁ ବନ୍ଦ ରହିବ । କାରଣ ଜିଲ୍ଲାର କେତେକାଂଶ ପଦାଧିକାରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ହେତୁ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ ।ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ମନା ପାଇଁ ସୁଚନା ମିଳିଛି। କିଛି ବରିଷ୍ଠ ସରକାରୀ ଅଧିକାରୀ କରୋନା ସଂକ୍ରମଣର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆସନ୍ତା ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଏହି ୧୦ ଦିନ ମଧ୍ୟରେ ସରକାରୀ ଅଫିସ ଗୁଡିକୁ ବିଶୋଧନ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here