ପିତ୍ତଳ ରେ କରୋନା ସ୍ବାବ ସଂଗ୍ରହ ।

0
314

 

ଶେରଗଡ,୦୪/୦୮/୨୦୨୦: ଶେରଗଡ ବ୍ଲକ ର ପିତ୍ତଳ ପଂଚାୟତ ରେ ଆଜି କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଛି ।ପ୍ରାୟ ୯୧ଜଣଙ୍କ ର ସ୍ବାବ ସଂଗ୍ରହ ହୋଇଛି ।ଶଂକର ସ୍ୱାଇଁ, ଗୋପାଳ ସାବତ,ପ୍ରଫୁଲ୍ଲ ମିଶ୍ର, ସୁୱାନୀ ସାବତ ଓ ସୋନାଲି ସାହୁ ଲୋକଙ୍କ ଠାରୁ ସ୍ବାବ ସଂଗ୍ରହ କରିଥିଲେ । ବିଡିଏମ ତୁଷାର ସାହୁ,ବି ଇ କୁଞ୍ଜ ବିହାରୀ ନାୟକ, ବିଡିଓ ସୁରଂଜନ ସାହୁ, ସ୍ୱାସ୍ଥ୍ୟକର୍ମୀ ସରିତା ପଣ୍ଡା ସହଯୋଗ କରି ଉତ୍ସାହିତ କରି ଥିଲେ ।କରୋନା ନୋଡାଲ ଅଧିକାରୀ କାଳୁଚରଣ ନାହାକ ପଂଚାୟତ ନିର୍ବାହୀ ଅଧିକାରୀ ଅଭୟ ଚରଣ ସାହୁ ଓ ଆଶା କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


ରିପୋର୍ଟ : ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here