ଅମାନିଆ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

0
305

 

ଶେରଗଡ,୦୫/୦୮/୨୦୨୦(ହୃଷୀକେଶ ମହାନ୍ତି)କରୋନା ସଂକ୍ରମଣ କୁ ରୋକିବା ପାଇଁ ଶେରଗଡ କୁ ଗଞ୍ଜାମ ଜିଲାପାଳ ଗତ୨୮ତାରିଖ ରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।ତେବେ କେତେକ ଅମାନିଆ ବ୍ଯକ୍ତିମାନେ ଆଇନ କୁ ଅମାନ୍ଯ କରି ଦିନରାତି ବାଇକ୍ ରେ କୌଣସି କାମନଥାଇ ବୁଲାବୁଲି କରୁଛନ୍ତି ।ଏହାର ସୁରାକ ପାଇ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ଚାରି ଛକ ଠାରେ ଏହି ଅମାନିଆ ଙ୍କୁ ଜବତ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୫୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।


ରିପୋର୍ଟ : ହୃଷୀକେଶ ମହାନ୍ତି ।

LEAVE A REPLY

Please enter your comment!
Please enter your name here