ବିଧାୟିକା ଲତିକା ପ୍ରଧାନ ଙ୍କ ଦ୍ୱାରା ୩ ଟି ଆଞ୍ଚଳିକ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

0
218

 

ଗଞ୍ଜାମ, ୧୭/୦୮/୨୦୨୦(ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ସହରର ତିନୋଟି ୱାର୍ଡ ୨,୧୬,୧୮ ନଂ ୱାର୍ଡ ର ନାରାୟଣ ପୁର ଶାସନ ଓ ପୂର୍ତ୍ତ ବିଭାଗ ନିକଟରେ ସର୍ବସାଧାରଣ ଙ୍କ ପାଇଁ ଉଦିଷ୍ଟ ୩ ଟି ଆଞ୍ଚଳିକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଭିତ୍ତି ପ୍ରସ୍ତର ତଥା ଭୂମି ପୂଜନ କରିଛନ୍ତି ।ଏହି ଅବସରରେ ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳୟ ଦେୟୁରୀ, କବିସୂର୍ଯ୍ୟନଗର ପୂର୍ବତନ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ମନୋରଞ୍ଜନ ମହାପାତ୍ର, ନଗର ସଭାପତି ଭଗବାନ ସ୍ୱାଇଁଙ୍କ
ସମେତ ବହୁ ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷା କରି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here