ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଙ୍କ ଅଚାନକ ଶେରଗଡ ଗସ୍ତ ।

0
215

 

ଶେରଗଡ,୧୮/୦୮/୨୦୨୦(ହୃଷୀକେଶ ମହାନ୍ତି)ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଅଚାନକ ଶେରଗଡ ଗସ୍ତରେ ଆସି କୋଭିଟ ନିୟମ କୁ ଉଲ୍ଲଘଂନ କରି ଦୋକାନ ବଜାର ଖୋଲିଥିବା ଓ ଅମାନିଆ ବାଇକ ଚାଳକମାନକୁ ଜବତ କରି ଉଚ୍ଚ ଧରଣର ଜୋରିମାନା ଆଦାୟ କରିଛନ୍ତି ।ଏତତ୍‌ ବ୍ଯତୀତ ଆସିକା ସମବାୟ ବ୍ଯାଙ୍କ ଶେରଗଡ ଶାଖାର କର୍ମକର୍ତ୍ତା ମାନେ ଅର୍ଥାତ୍ ପରିଚାଳକ କୋଭିଟ ନିୟମ କୁ ଉଲ୍ଲଘଂନ କରିଥିବା ରୁ ତାଙ୍କ ବିରୁଦ୍ଧ ରେ ମଧ୍ୟ ଆଖି ଦୃଷ୍ଟିଆ କଡା କାର୍ଯ୍ଯାନୁଷ୍ଟାନ ଗ୍ରହଣ କରିଛନ୍ତି ।ଶ୍ରୀ ମହାରଣାଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର ଡକ୍ଟର ଦୟାସିଂଧୁ ପରିଡା ଓ ପୁଲିସ ଅଧିକାରୀ ମଧ୍ଯ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here