ଓ ଅଣ୍ଡିରାସିଂ ଗ୍ରାମ ରେ କୋଭିଟ କମିଟି ବୈଠକ ଓ ସ୍ୱାବ ନମୁନା ସଂଗ୍ରହ ।

0
300

ଶେରଗଡ,୩୦/୦୮/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଶେରଗଡ ବ୍ଲକ ର କେରିକେରିଝୋଳା ଓ ଅଣ୍ଡିରାସିଂ ଗ୍ରାମ ରେ କୋଭିଟ କେୟାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶେରଗଡ ବିଡିଓ ସୁରଂଜନ ସାହୁ ଯୋଗଦେଇ ଏହି ଅଂଚଳରେ କରୋନା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।କରୋନା ସତର୍କତା ଓ ନିୟମ ମାନି ଚଳିବା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ ।ଏହା ସହ ଏଠାରେ ଚାଲିଥିବା ସ୍ୱାବ ନମୁନା ସଂଗ୍ରହ ରେ ଜନସାଧାରଣ ସହଯୋଗ କାମନା କରି ଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୋଭିଟ କେୟାର କମିଟି ସଭ୍ଯ,ଶିକ୍ଷକ, ଶିକ୍ଷୟତ୍ରୀ ପଂଚାୟତ ନିର୍ବାଚିତ ପ୍ରତିନିଧି,ଅଙ୍ଗନବାଡିକର୍ମୀ,ଆଶା ଓ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here