କୁଲାଗଡ ପଂଚାୟତ ରେ ମଶାରୀ ବଣ୍ଟନ ।

0
212

 

ଶେରଗଡ,୩୦/୦୮/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର କୁଲାଗଡ ପଂଚାୟତ ର ଜନସାଧରଣ ଙ୍କୁ ମଶା କାମୁଡାରୁ ରକ୍ଷାକରିବା ପାଇଁ ଶେରଗଡ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ ଆଜି କରାଯାଇଛି ।ତିନି ଜଣ ବାତାଠରୁ କମ୍ ସଦସ୍ଯ ଥିବା ପରିବାର କୁ ଗୋଟିଏ ଲେଖାଏଁ ମଶାରୀ ଦିଆଯାଇଥିବା ବେଳେ ଚାରି ବାତାଠରୁ ଅଧିକ ଥିବା ସଦସ୍ୟ ପରିବାର ଗୁଡିକ କୁ ଦୁଇଟି ଲେଖା ମଶାରୀ ଦିଆଯାଇଛି ।ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଏହି ମଶାରୀ ଗୁଡିକ ବଣ୍ଟନ କରିଥିଲେ ।ତେବେ ମଶାରୀ ବଣ୍ଟନ ବେଳେ ସାମାଜିକ ସମଦୂରତା ରକ୍ଷାକରିବା ଓ ସମସ୍ତେ ମାକ୍ସ ପରିଧାନ ନକରି ଠେଲାପେଲା ହୋଇ ମଶାରୀ ନେଇ ଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here