ସାମ୍ବାଦିକ ଅମିତାଭ ପଟ୍ଟନାୟକ ଙ୍କ ବିୟୋଗରେ ଶୋକ ପ୍ରକାଶ

0
108

 

ଶେରଗଡ,୦୪/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ସାମ୍ବାଦିକ ଅମିତାଭ ପଟ୍ଟନାୟକ ଙ୍କ ଆଜି ବିୟୋଗ ଖବର ପାଇ ଜିଲ୍ଳା ର ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ,ଦୈନିକ ଆଶା ପ୍ରକାଶ ପାଇବା ଠାରୁ ଆମେ ଦୁହେଁ ଏକାଠି କାର୍ଯ୍ୟ କରି ଆସିଥିଲୁ।ସେ ମତେ ବଡଭାଇ ର ସମ୍ମାନ ଦେଇ ଆସୁଥିଲେ।ମୁଁ ଭାରତୀୟ ସାମ୍ବାଦିକ ୟୁନିୟନର ଜାତୀୟ ପରିଷଦ କୁ ଦକ୍ଷିଣ ଓଡିଶା ରୁ ନିର୍ବାଚିତ ହୋଇଥିବା ବେଳେ ସେ ଗଞ୍ଜାମ ଜିଲା ଶାଖାର ସଂପାଦକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ଯ କରିଥିଲେ ଓ ବହୁ ସମ୍ବାଦପତ୍ର ସହ ଜଡିତ ରହିବା ସହ ଦୁଇଟି ସାପ୍ତାହିକ କୁ ମଧ୍ଯ ଜନ୍ମ ଦେଇଥିଲେ ।ସ୍ୱର୍ଗତ ପଟ୍ଟନାୟକ ଙ୍କ ଆତ୍ମାର ସଦଗତି ଡାକ୍ତର ମହାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ୱାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here