ବୃଦ୍ଧ ଙ୍କ ସଲିଳ ସମାଧି

0
240

ଶେରଗଡ,୦୮/୦୯/୨୦୨୦(ହୃଷୀକେଶ ମହାନ୍ତି) ଶେରଗଡ ବ୍ଲକ ର ନରେନ୍ଦ୍ର ପୁର ଗ୍ରାମ ରେ ଉଦୟ ପ୍ରଧାନ (୬୨) ଆଜି ସକାଳେ ଗାଁ ପୋଖରୀ ରେ ଗାଧୋଇବା ବେଳେ ଗଭୀର ଜଳକୁ ଖସି ବୁଡି ପ୍ରାଣ ହରାଇଛନ୍ତି ।ଗାଁ ଲୋକେ ଶବକୁ ଉଦ୍ଧାର କରି ହିଞ୍ଜଳିକାଟୁ ଡାକ୍ତରଖାନା କୁ ନେଇ ଥିଲେ ।ସେଠାରେ ହିଞ୍ଜଳିକାଟୁ ପୁଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ରହ୍ମପୁର ଡାକ୍ତରଖାନାକୁ ବ୍ଯବଛେଦ ପାଇଁ ପଠାଇଥିଲେ।ପୋଲିସ୍ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here