ବିଶ୍ୱ ନିକେତନ ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
108

ବ୍ରହ୍ମପୁର,୦୫/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ବିଶ୍ୱ ନିକେତନ ଜରା ନିବାସ ର ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ପରାମର୍ଶ , ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ଓ ମହାନ ସଂଘ ସହଯୋଗ ରେ ଆୟୋଜନ କରାଯାଇଥିଲା l ଡାକ୍ତର ମହାନ୍ତି ଚିକିତ୍ସା କରିବା ସହିତ ଅନ୍ତେବାସୀ ମାନଙ୍କୁ ସ୍ୱାସ୍ଥ୍ୟବାନ ରହିବା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ ଓ ଔଷଧ ବିତରଣ କରାଯାଇଥିଲା l ଅନୁଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଉଦଘାଟନ କରିଥିବା ବେଳେ ସଂଘ ର ବରିଷ୍ଠ ସଦସ୍ୟ ଶ୍ରୀ ଶ୍ୟାମ ପ୍ରସାଦ ପଟ୍ଟନାୟକ ,ଶ୍ରୀମତୀ ଗଜଲଷ୍ମୀ ପଟ୍ଟନାୟକ,ଭଗବାନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ,ବିଶ୍ୱ ନିକେତନ ର ପରିଚାଳିକା ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here