ଆସିକା ଥାନା ଦାୟିତ୍ୱ ନେଲେ ଶିକ୍ଷା ନିବେଶ ଆଇ. ପି.ଏସ ଅଫିସର

0
122

ଆସିକା,୨୭/୧୦/୨୦୨୦: ଆସିକା ଥାନା ର ଭାରପ୍ରାପ୍ତ ଅଧିକାରୀ ଭାବେ ଶିକ୍ଷା ନିବେଶ ଆଇ. ପି.ଏସ ଅଫିସର ଜି.ରାଘବେନ୍ଦ୍ର ଗୁଣ୍ଡଲା ୩ମାସ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇନ ଶ୍ରୁଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେ ଗୁରୁତ୍ବ ଦେବା ସହ ପୋଲିସ ଓ ଜନତା ଙ୍କ ମଧ୍ଯ ରେ ସୁସଂପର୍କ ସ୍ଥାପନ କରି ଯେପରି ପୋଲିସ ବିଭାଗ ଜନସାଧାରଣଙ୍କ ବିଶ୍ବାସ ଭାଜନ ହୋଇପାରିବ ସେଥି ପାଇଁ ଚେ଼ଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here