କୁରୁଳାରେ ହସ୍ତତନ୍ତ ଲୁଗା ତାଲିମ ଶିବିର

0
170

ଶେରଗଡ,୧୦/୧୧/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) କୁରୁଳା ହସ୍ତତନ୍ତ ସମବାୟ ସହଯୋଗ ସମିତି ଆନୂକୁଲ୍ଯ ରେ ୨୦ଜଣ ବୁଣାକାର ଙ୍କୁ ଦେଢମାସ ବ୍ଯାପି ନୂତନ ତଥା ଆଧୁନିକ କଳାକୌଶଳ ଉପଯୋଗ କରି ଲୁଗାବୁଣା ତାଲିମ ପ୍ରଦାନ କରାଯାଉଛି।ସୁରେଶ କୁମାର ପାତ୍ର ତାଲିମ ପ୍ରଦାନ କରୁଛନ୍ତି।କେନ୍ଦ୍ର ପରିଚଳନା କରୁଛନ୍ତି ସମିତି ସଂପାଦକ ୱାଇ ବାଲରାଜୁ।ଉଦଘାଟନ କାର୍ଯ୍ୟକ୍ରମ ରେ ଭୁବନେଶ୍ବର ବୁଣାକାର ସେବା କେନ୍ଦ୍ର ର ସହକାରୀ ନିର୍ଦ୍ଦେଶକ ଭୂପେନ କୁମାର ଖଂଗିଆ,କନିଷ୍ଠ ବୁଣାକାର ପ୍ରମୋଦ କୁମାର ବେହେରା, ବୟନ ତତ୍ତ୍ୱାଧାରକ ବ୍ରହ୍ମପୁର ବିନାୟକ ପୃଷ୍ଟି,ଟି ଏ ବିଜୟ କୁମାର ସାହୁ,ଆଇ ଟି ଦୁର୍ଗାପ୍ରସାଦ ପାଣିଗ୍ରାହି ଯୋଗଦେଇ ତାଲିମରତ ବୁଣାକାର ଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here