ବୁଗୁଡା ବ୍ଲକରେ ୧୧ ଜଣ ତୃତୀୟ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ପଦୋନ୍ନତି

0
144

 

ବୁଗୁଡା,୧୬/୧୧/୨୦୨୦: ବୁଗୁଡା ବ୍ଲକର ୧୧ ଜଣ ଚତୁର୍ଥ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତୃତୀୟ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀକୁ ପଦୋନ୍ନତି ହୋଇଥିବା ଜଣାପଡିଛି। ତୃତୀୟ ବର୍ଗକୁ ପଦୋନ୍ନତି ପାଇଥିବା ୧୧ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେମାନେ ନିଯୁକ୍ତି ପାଇଥିବା ବିଦ୍ୟାଳୟର ସ୍ଥାନ ହେଲା ୧- କାମରାଜୁ ସାହାଣୀ(ବାଦୁଆ), ୨- ଇ.ପଦ୍ମନାଭ ପାତ୍ର(ଆଦିପୁର), ୩- ତପସ୍ୱିନୀ ଦାଶ(ପାଙ୍ଗିଡ଼ି), ୪- ରାମଚନ୍ଦ୍ର ସାହୁ(ଗୋଳାବନ୍ଧ), ୫- ସଂଯୁକ୍ତା ଗୌଡ଼(ଅରଖପୁର), ୬- ଦ୍ବିତୀକୃଷ୍ଣ ବିଶ୍ବାଳ(ବାଲିପଦର), ୭- ପ୍ରଫୁଲ କୁମାର ଜେନା(ଏ.କରଡ଼ାବାଡ଼ି), ୮- ୟୁ. ମମତା କୁମାରୀ ପାତ୍ର(ବିରଞ୍ଚିପୁର), ୯- ରବୀନ୍ଦ୍ର ବେହେରା(କାନସୁକା), ୧୦- କୃଷ୍ଣଚନ୍ଦ୍ର ବେହେରା(କରଚୁଲି) ଓ ୧୧- ସୁଧୀର କୁମାର ପାତ୍ର(କୁଶପଲ୍ଲୀ)

 

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here