ଗଞାମ ଜିଲ୍ଲାପାଳ ଙ୍କ ପିତଳ ହାଇସ୍କୂଲ ପରିଦର୍ଶନ।

0
238

ଶେରଗଡ,୧୬/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଗଞ୍ଜାୌମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପିତ୍ତଳ ହାଇସ୍କୁଲ ପରିଦର୍ଶନ କରିବା ସହ ଜମି ଉନ୍ନୟନ କାର୍ଯ୍ଯକ୍ରମ ବୁଲି ଦେଖିଥିଲେ ।ଜିଲ୍ଲାପାଳ ଗତ୧୪ତାରିଖ ରେ ପିତଳ ଗସ୍ତରେ ଆସି ଏମ ଜି ଏନ ଆର ଇ ଜି ଏସ୍ ରେ ନିର୍ମିତ ଗୁହାଳ ଘର ଓ ପିତ୍ତଳ ହାଇସ୍କୁଲ ଠାରେ ଅନୁଷ୍ଠିତ ଡି ଡିୟୁ ଜି କେ ୱାଇ ଶିବିରରେ ଯୋଗ ଦେଇଥିଲେ।ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟ କ୍ରମରେ ଶେରଗଡ ବିଡିଓ ସୁରଂଜନ ସାହୁ ଓ ଚେୟାରମ୍ୟାନ୍ ସାରସ ସ୍ୱାଇଁ ଙ୍କ ସମେତ ବିଦ୍ଯାଳୟର ଶିକ୍ଷକ ଓ ସ୍ଥାନୀୟ ବହୁ ପଦସ୍ଥ ଅଫିସର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here