“କାନ୍ଦିବୁ ମୋ ବିନା ତୁ ” ଆଲବମ୍ ରିଲିଜ

0
231

ବ୍ରହ୍ମପୁର, ୨୬/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ କଳାକାର ଙ୍କ ଦ୍ବାରା ପ୍ରଥମ ଥର ପାଇଁ ଏକ ସୁନ୍ଦର ଆଲବମ୍ ” କାନ୍ଦିବୁ ମୋ ବିନା ତୁ” ରିଲିଜ ହୋଇଯାଇଛି। ଉକ୍ତ ଆଲବମ୍ ର ପ୍ରଯୋଜକ ଶୁଭମ ଥିବା ବେଳେ ଜୟନ୍ତ କୁମାର କଣ୍ଠ ଦାନ କରିଛନ୍ତି। ମନୋଜ ମହାରଣା ଗୀତ ରଚନା କରିଥିବା ବେଳେ ସୁଶାନ୍ତ କୁମାର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେପରି ଚିଣ୍ଟୁ ଓ ପିଣ୍ଟୁ ସଙ୍ଗୀତ ଆୟୋଜନ କରୁଥିବା ବେଳେ ସେଡ୍ ବୟେ କାହ୍ନୁ, ସୁନୀଲ ଓ ସୌମ୍ୟା ଏଥି ରେ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here