ନିର୍ମାଣ ଶ୍ରମିକ ଉପଭୋକ୍ତା ଙ୍କୁ କାର୍ଡ ବଣ୍ଟନ ।

0
138

ଶେରଗଡ,୨୦/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଶେରଗଡ ବ୍ଲକ ରେ ୫୨ଜଣ ନିର୍ମାଣ ଶ୍ରମିକ ଉପଭୋକ୍ତା ଙ୍କୁ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଦୟା ସିନ୍ଧୁ ପରିଡା,ବିଡିଓ ସୁରଂଜନ ସାହୁ ଓ ବ୍ଳକ ଉପାଧ୍ୟକ୍ଷ ଙ୍କ ଉପସ୍ଥିତି ପରିଚୟ ପତ୍ର ବିତରଣ କରାଯାଇଛି ।ଫଳରେ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସରକାରୀ ସହାୟତା ପାଇପାରିବେ।

LEAVE A REPLY

Please enter your comment!
Please enter your name here