ତପ୍ତପାଣିରେ ସଡ଼କ ଦୁର୍ଘଟଣା,ଦୋକାନ ଭିତରକୁ ପଶିଗଲା କାର

0
137

ସାନଖେମୁଣ୍ଡି , ୦୮/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଦୋକାନ ଭିତରକୁ ପଶିଗଲା କାର। ପାଟପୁର ଥାନା ଅନ୍ତର୍ଗତ ଉଷ୍ଣ ପ୍ରସବଣ ତପ୍ତପାଣି ଘାଟି ସମ୍ମୁଖରେ ଥିବା ଦୋକାନ ଭିତରେ କାର୍ ଟି ପଶି ଯାଇଛି। ମିଳିଥିବା ସୂଚନା ମୁତାବକ, ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଯିବା ରାସ୍ତାରେ (OD 22P 4200 ନମ୍ବର ଗାଡି ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଆହତ ହୋଇଥିବା ସୂଚନା ମିଳିଛି। ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛି !!

LEAVE A REPLY

Please enter your comment!
Please enter your name here