ଅଗ୍ନିକାଣ୍ଡରେ ୩ ଏକର ଜମିର ଧାନ ଜଳିଗଲା

0
144

ବ୍ରହ୍ମପୁର,୨୧/୦୨/୨୦୨୧: ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଗୌଡ଼ ସାହିର ଧନୁ ପରିଡା ନାମକ ଜଣେ ଚାଷୀଙ୍କର ପାଖାପାଖି ୩ ଏକର ଚାଷଜମିର ଧାନ ଜଳିଯାଇଛି।ସମସ୍ତ ଧାନ ତାଙ୍କ ନିଜ ଖଳାରେ ରଖିଥିବା ବେଳେ କୌଣସି କାରଣରୁ ଅଗ୍ନି ସଂଯୋଗ ହୋଇ ଧନଗଦା ଜଳିଯାଇଥିଲା। ନିକଟରେ ୨ ଜଣ ଯୁବକଙ୍କ ଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ବିଳମ୍ବରେ ଦମକଳ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here