ବ୍ରହ୍ମପୁର ର ସାମନ୍ତରାୟ ଏକାଡେମୀ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
188

ବ୍ରହ୍ମପୁର,୨୧.୦୨.୨୦୨୧: ୩୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ରେ ନିଯୁକ୍ତି କୁ ନେଇ ଆଜି ବ୍ରହ୍ମପୁର ର ସାମନ୍ତରାୟ ଏକାଡେମୀ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଆଇନଜିବୀ ଗୋକୁଳ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବରାଜ ଚୌଧୁରୀ,ଜଗନ୍ନାଥ ଚୌଧୁରୀ, ଶିଶିର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ ।ଏକାଡେମୀ ପ୍ରତିଷ୍ଠାତା ଲଳିତ ସାମନ୍ତରାୟ ଙ୍କ ସଭାପତିତ୍ୱ ରେ ସଭା ଆରମ୍ଭ ହୋଇଥିଲା।ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ଉପସ୍ଥିତ ଅତିଥିମାନେ ଉପକୃତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here