ତାଳେଶ୍ୱର ଛକ ରେ ପଣା ବଣ୍ଟନ

0
116

ବ୍ରହ୍ମପୁର,୧୪/୦୪/୨୦୨୧ ( ଟୁକୁନା ପ୍ରଧାନ) ପବିତ୍ର ପଣାସଂକ୍ରାନ୍ତି ଅବସର ରେ ଗଞ୍ଜାମ ଜିଲ୍ଲା କୋଦଳା ତାଳେଶ୍ୱର ଅଟୋ ସଙ୍ଘ ଏବଂ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ପଣା ବଣ୍ଟନ କରାଯାଇଛି । କୋଭିଡ୍ ନିୟମ କୁ ପାଳନ କରି ଯୁବକ ମାନେ ମାସ୍କ ପରିଧାନ କରି ପଥଚାରିଙ୍କୁ ଛେନା ମିଶ୍ରିତ ଥଣ୍ଡାପଣା ପ୍ରଦାନ କରିଛନ୍ତି। ସମସ୍ତ ମୋଟର ସାଇକେଲ , ଅଟୋ ପ୍ରଭୃତି ଗାଡି ଅଟକାଇ ସେମାନଙ୍କ ନିକଟକୁ ଯାଇ ପଣା ପ୍ରଦାନ କରୁଥିବା ର ଦେଖିବାକୁ ମିଳିଛି। ଦୀର୍ଘ ଏକ ମାସ ଧରି ପ୍ରତ୍ୟକ ଦିନ ଚହ୍ଲା ଓ ପାନୀୟ ଜଳ ପ୍ରଦାନ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here