ତିତିରିଡି ବଙ୍କା ବନ୍ଧ ନିକଟ ରେ ପଡିଛି ନବଜାତ ଶିଶୁ ପୁତ୍ର

0
283

ବ୍ରହ୍ମପୁର,୧୯/୦୪/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ତିତିରିଡି ବଙ୍କା ବନ୍ଧ ବରଗଛ ମୂଳେ ଏକ ନବ ଜାତ ଶିଶୁଟି ମୃତ ଅବସ୍ଥା ରେ ପଡିରହିଥିବା ଦେଖିବାକୁ ମିଳିଛି କାଉ, କୁକୁର ମଧ୍ୟ ଶିଶୁ ଟିକୁ ଝୁଣି ଥିବା ଭିଡ଼ିଓ ଏବଂ ଫଟୋ ରୁ ସ୍ୱଷ୍ଟ ବାରିହୋଉଛି । କିଏ ଏବଂ କେଉଁ କାରଣରୁ ଶିଶୁ ପୁତ୍ରଟି କୁ ରାସ୍ତା କଡରେ ଫୋପାଡି ଚାଲି ଯାଇଛି ଜଣାପଡିନାହିଁ । ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here