ଭିଡିଓ ଆଲବମ ” ଦିଓ୍ବାନା ହେଲି ତୋ ପାଇଁ ” ରିଲିଜ

0
139

ବ୍ରହ୍ମପୁର,୨୭/୦୪/୨୦୨୧:ଲଗ୍ ଆଉଟ କ୍ରିଏସନ ୟୁଟୁବ ଚ୍ୟାନେଲ ପ୍ରୋଯୋଜନା ରେ ପ୍ରସ୍ତୁତ ଏକ ସୁନ୍ଦର ଭିଡିଓ ଆଲବମ ” ଦିଓ୍ବାନା ହେଲି ତୋ ପାଇଁ ” ରିଲିଜ ହୋଇଯାଇଛି।ଏଥିରେ ସଙ୍ଗୀତ ଓ ଗୀତ କିରଣ ମୁଳି କରିଥିବା ବେଳେ କଣ୍ଠଦାନ କରିଛନ୍ତି ସ୍ବୟମ ପ୍ରଭାସ ପାଢି ଓ ଅଙ୍କିତା ରାଣୀ ପାତ୍ର। କ୍ୟାମେରା ରେ ସୋନୁ ପ୍ରଧାନ ଥିବା ବେଳେ ଭିଡିଓ ଇଡିଟିଂ ବାପି ସାହୁ କରିଛନ୍ତି।ଏହି ଭିଡିଓ ଆଲବମ ଟି ବହୁତ ହୃଦୟ ସ୍ପର୍ଶୀ ହେବା ସହ ମନଛୁଆଁ ହୋଇପାରିଛି।

LEAVE A REPLY

Please enter your comment!
Please enter your name here