ଚିକିଟି ତହସିଲଦାରଙ୍କ ପ୍ରଶଂସନୀୟ କାର୍ଯ୍ୟ, ବିବାହ ଭୋଜି ଖାଦ୍ୟ ଅନାଥ ଆଶ୍ରମରେ ବାଣ୍ଟିଲେ

0
107

ଚିକିଟି,୨୫/୦୫/୨୦୨୧: କଳବାଡ ମନ୍ଦିର ପ୍ରାଙ୍ଗଣରେ ଏକବିବାହ କାର୍ଯ୍ୟକ୍ରମ କୁ ନୂତନଭାବେ କାର୍ଯ୍ୟରେ ଯୋଗଦେଇଥିବା ତହସିଲଦାର ବିଶ୍ୱରଂଜନ କହଁରଙ୍କ ପ୍ରଥମ ବିଶ୍ୱରୂପ ଦେଖିବାକୁ ମିଳିଛି କୋରନା କଟକଣା ସମୟରେ ଦେଶର ହାହାକାର ଚିତ୍କାର ମଧ୍ୟରେଅମାନିଆଙ୍କ ଭୋଜି, ଡିଜେ, ଜନଗହଳିରେ ବିବାହ ଉତ୍ସବ ପାଳନରେ ତହସିଲଦାରଙ୍କ ଦୃଢ଼ ପଦକ୍ଷେପ ଅଞ୍ଚଳରେ ପ୍ରଶଂସନୀୟ ହୋଇପାରିଛି,ବିଡିଓ ଫାଲ୍ଗୁନି ମାଝୀ ସହ ଓ ପୋଲିସପ୍ରଶାସନ ପହଂଚି ଭୋଜି ବନ୍ଦ କରିବା ସହ ୨୫,୦୦୦/- ଟଙ୍କା ଫାଇନ ଆକାରରେ ଆଦାୟ କରିବାସହ ରନ୍ଧା ଖାଦ୍ୟ ଜବତ କରି ଅନାଥ ଆଶ୍ରମରେ ବଣ୍ଟା ଗଲା । ସରକଙ୍କର ନିୟମକୁ ଅବମାନନା କରି ଭୋଜି ଭାତ କରି ଆଇନକୁ ହାତକୁ ନିଆନ୍ତୁନି , ଏଣୁ ଅଚଂଳରସମସ୍ତ ଜନସାଧାରଣ ଏଥିରୁ ବିରତ ରହିବାପାଇଁ ଅନୁରୋଧ କରିଛି ପ୍ରଶାସନ ।

LEAVE A REPLY

Please enter your comment!
Please enter your name here