ଶେରଗଡ ରେ ବୃକ୍ଷରୋପଣ

0
162

ଶେରଗଡ,୦୬/୦୬/୨୦୨୧(ଡାକ୍ତରହୃଷୀକେଶ ମହାନ୍ତି) ବିଶ୍ୱ ପରିବେଶ ଦିବସ ଅବସରରେ ଟ୍ରୀ ଫାଉଣ୍ଡେସନ ଦ୍ୱାରା ଶେରଗଡ ଆଇ ବି ନିକଟରେ ବର, ଓସ୍ତ, ନିମ୍ୱ ଏବଂ ବେଲ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଶେରଗଡ଼ ବି. ଡ଼ି. ଓ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫରେଷ୍ଟର ଶ୍ରୀ ପ୍ରଦୀପ କୁମାର ମିଶ୍ର,ଫାଉଣ୍ଡେସନର ସଭାପତି ଗୌରହରି ବିଷୋୟୀ, ସେକ୍ରେଟାରୀ ନିରାକାର ବିଷୋୟୀ, ପାୱାର ଅନୁଷ୍ଠାନର ସମ୍ପାଦକ ସିଦ୍ଧାର୍ଥ କୁମାର ସାହୁ ଏବଂ ବୁଦ୍ଧିଜୀବୀ ଦୁର୍ଗାପ୍ରସାଦ ବିଷୋୟୀ, ବାସୁଦେବ ସ୍ୱାଇଁ, ଶ୍ରୀଦୀପ କୁମାର ମହାପାତ୍ର, ବୁଲୁ ବିଷୋୟୀ ଏବଂ ସାମ୍ବାଦିକ ସୁର୍ଯ୍ଯ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here