ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

0
243

ଭୂବନେଶ୍ୱର,୧୯/୦୮/୨୦୨୧: ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଆସିଛି ଯୌତୁକ ନିର୍ଯ୍ୟାତନା ଅଭିଯୋଗ।ସାଂସଦ ଙ୍କ ବୋହୂ ସାକ୍ଷୀ ଶ୍ୱଶୁର ଭର୍ତ୍ତୃହରି ମହତାବ, ଶାଶୂ ମହେଶ୍ୱେତା ମହତାବ, ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାମରେ ଭୋପାଳ ମହିଳା ଥାନାରେ ରେ
ଅଭିଯୋଗ କରିଛନ୍ତି ।ଗତ ୧୭ ଅଗଷ୍ଟ ଅପରାହ୍ନ ରେ ଥାନାରେ ଏଫଆଇଆର ହୋଇଥିବା ସୁଚନା ମିଳିଛି । ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here