କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀ ଗୋପତ ପରିଡାଙ୍କ ପ୍ରଚାର

0
161

ବ୍ରହ୍ମପୁର, ୧୬/୦୩/୨୦୨୨ (ଟୁକୁନା ପ୍ରଧାନ) କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀ ଗୋପତ ପରିଡାଙ୍କ ଘରକୁ ଘର ବୁଲି ପ୍ରଚାର କରୁଥିବା ର ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଗୋପତ ପରିଡ଼ାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସମସ୍ତେ ଲୋକମାନଙ୍କ ସହ ଆଲୋଚନା କରିବା ସହ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here