ବ୍ରହ୍ମପୁର ସ୍ପେଶାଳ ଜୁନ୍ ୨୧ରୁ ଖୋଲିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ By Nirikhyaka - June 16, 2023 0 215 FacebookTwitterPinterestWhatsApp ଭୁବନେଶ୍ୱର, ୧୬/୦୬/୨୦୨୩: ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକ ଗ୍ରୀଷ୍ମଛୁଟି ପରେ ଜୁନ୍ ୨୧ ତାରିଖରେ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଅଛନ୍ତି ।