ଗୁରୁକୂଳ ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ପଣା ବଣ୍ଟନ

0
17

ବ୍ରହ୍ମପୁର, ୦୯/୦୪/୨୦୨୪: ଖରା ଦିନକୁ ଦୃଷ୍ଟିରେ ରଖି ଗୁରୁକୂଳ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲ୍ ତରଫରୁ ଗୁଡ ସେଡ୍ ରୋଡ ଅଞ୍ଚଳରେ ପଣା ବଣ୍ଟନ କରାଯାଇଥିଲା । ଚେୟାରମେନ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢି, ପ୍ରିନ୍ସିପାଲ ମଧୁସ୍ମିତା ପରିଡ଼ା, ମ୍ୟାନେଜର ସନ୍ତୋଷ ନନ୍ଦ, ସ୍କାଉଟ ମାଷ୍ଟର ରାଜେଶ୍ ପାତ୍ର, ଏନସିସି ଏଏନଓ ଦୀପକ ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଗାଇଡ ସ୍କାଉଟ୍ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here