ଏମଏଭି ସ୍କୁଲ ୨୦୦୨ ବ୍ୟଚର ବନ୍ଧୁ ମିଳନ

0
212

ବ୍ରହ୍ମପୁର,୧୦/୯- ବ୍ରହ୍ମପୁର ସ୍ଥାନୀୟ ହିଲପାଟଣା ସ୍ଥିତ ଏମଏଭି ସ୍କୁଲ ପରିସରରେ ପୂରାତନ ବିଦ୍ୟାର୍ଥୀ ପରିଷଦର ୨୦୦୨ ବ୍ୟଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କର୍ଯାକ୍ରମରେ ସଭାପତି ପ୍ରକାଶ ଦାସ, ସମ୍ପାଦକ କୁମୁଦ ରଂଜନ ପାଢ଼ୀ, ସୁନିତା ମହାପାତ୍ର, ଅଧ୍ୟକ୍ଷ ରାମ ଚନ୍ଦ୍ର ମହାପାତ୍ର, ବାସନ୍ତୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ କୂ ଉଦଘାଟନ କରିଥିଲେ । ପରେ ସ୍କୁଲର ବିଦ୍ୟାର୍ଥୀ ମାନଂକ ଦ୍ୱାରା ବୀଭିନ୍ନ ସଂସ୍କୁର୍ତିକ କାର୍ଯ୍ୟକ୍ରମ ମନା ହୋଇଥିଲା । ଆସିଥିବା ବିଦ୍ୟାର୍ଥୀ ଏବଂ ଅତିଥି ମାନଂକ ଦ୍ୱାରା କେକ୍ କଟା ଯାଇଥିବା ବେଳେ ପୁରୁଣା ଦିନର ସ୍ମୁର୍ତୀକୂ ସମସ୍ତେ ମନେ ପକାଇ ନିଜ ଅଭିଭାଷଣରେ କହିଥିଲେ । ପରେ ବ୍ୟଚର ପୂରାତନ ଛାତ୍ରଙ୍କ ଦ୍ୱାରା ନାଚ ଗୀତ ଆଦି ହୋଇଥିଲା ।

LEAVE A REPLY

Please enter your comment!
Please enter your name here