ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0
230

ଶେରଗଡ,୨୯/୦୬/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଓଡିଶା ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନରେ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାହ୍ଣଣଛାଇ ପଂଚାୟତ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ମୂଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିଜେଡି ନେତା ସୁବାଷ ମହାରଣା, ହୀନ ବେହେରା, ପ୍ରମୋଦ କୁମାର ପାତ୍ର ଓ ସରପଂଚ ସତ୍ୟ ନାରାୟଣ ପୃଷ୍ଠି ଙ୍କ ସମେତ ଜିଲ୍ଲା ର ବହୁ ବିଜେଡି ନେତା ଯୋଗଦେଇ ରକ୍ତଦାତା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here