ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଦଳରୁ ବହିଷ୍କାର

0
738

ଭୂବନେଶ୍ୱର,୦୮/୦୯/୨୦୨୧: ବିଧାୟକଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା। ଖୋର୍ଦ୍ଧା ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ମାଡ଼ ମାରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଦଳରୁ ବହିଷ୍କାର ହୋଇଛନ୍ତି।ଆଜି ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ନିରଞ୍ଜନ ସେଠୀ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ । ବିଜେପି ପକ୍ଷରୁ ବାଲୁଗାଁ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଜେଡି ସୁପ୍ରିମୋ ଦଳରୁ ବହିଷ୍କୃତ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here