ଶେରଗଡ ମିଡିଆ ହାଉସର ବନ୍ଧୁ ମିଳନ

0
200

ଶେରଗଡ,୧୩/୦୯/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଗତକାଲି ମଧ୍ୟାହ୍ନ ସମୟରେ ଶେରଗଡ଼ ବ୍ଲକର ମା କରଞ୍ଜେଇ ପୀଠରେ ଶେରଗଡ଼ ମିଡ଼ିଆ ହାଉସର ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଦୈଠକରେ ବରିଷ୍ଠ ସାମ୍ବାଦିକ ଡ. ହୃଷିକେଶ ମହାନ୍ତି, ଚନ୍ଦ୍ରଶେଖର ପୃଷ୍ଟି, ମେଘନାଦ ଦାସ, ଅଖିଳ କୁମାର ପଟ୍ଟନାୟକ, ଅଶୋକ କୁମାର ଦାଶ, ବିରୁପାକ୍ଷ ବିଷୋୟୀ, ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରବୀଣପ୍ରବୀଣ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀଦୀପ କୁମାର ଦାସ, ବିଚିତ୍ର ମୁନୀ ଆଦି ସାମ୍ବାଦିକ ଭାଇମାନେ ଉପସ୍ଥିତ ହୋଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here