ଆଇପିଏସ ସ୍ତରରେ ବଡ ଧରଣର ବଦଳି

0
334

ଭୁବନେଶ୍ୱର,୨୯/୦୪/୨୦୨୨: ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସର୍ସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ବରିଷ୍ଠ ଆଇପିଏସ୍‌ଙ୍କ ସହ ବିଭିନ୍ନ ଜିଲ୍ଲାର ଏସ୍‌ପିଙ୍କୁ ମଧ୍ୟ ବଦଳି କରାଯାଇଛି । କଟକ-ଭୁବନେଶ୍ୱରର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି ।
ମନୋଜ କୁମାର ଛାବ୍ରା-ଜେଲ୍ ବିଭାଗ ଡିଜି
ସନ୍ତୋଷ କୁମାର ଉପାଧ୍ୟାୟ- ଅଗ୍ନିଶମ ସେବା, ହୋମଗାର୍ଡ, ଡାଇରେକ୍ଟର୍ ସିଡି
ସଞ୍ଜୀବ କୁମାର ପଣ୍ଡା-ଗୁଇନ୍ଦା ନିର୍ଦ୍ଦେଶକ, ଓଏସ୍‌ପିଏମ୍ ଆଣ୍ଡ୍ ଡବ୍ଲ୍ୟୁସିର ଅତିରିକ୍ତ ଦାୟିତ୍ୱ
ଅରୁଣ ବୋଥ୍ରା-କ୍ରାଇମ୍‌ବ୍ରାଞ୍ଚ ଏଡିଜି, ପରିବହନ କମିଶନର ଅତିରିକ୍ତ ଦାୟିତ୍ୱ, ଗଜଭିୟେ ଏସ୍‌କେ ଈଶ୍ୱର ଦାସ-ଆଇଜିପି ଯୋଗାଯୋଗ
ସଫିନ୍ ଅହମ୍ମଦ କେ – ଏଆଇଜି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌), ଉମାଶଙ୍କର ଦାସ- ଅତିରିକ୍ତ ସିପି, କଟକ-ଭୁବନେଶ୍ୱର
ନୀତିଶେଖର- ଡିଆଇଜି, ପଶ୍ଚିମାଞ୍ଚଳ (ରାଉରକେଲା)
ପିନାକ ମିଶ୍ର- ଡିସିପି, କଟକ
ପ୍ରତୀକ ସିଂ- ଡିସିପି, ଭୁବନେଶ୍ୱର
ପିଏସ୍ ପର୍ଷୋତ୍ତମ ଦାସ- ଏସ୍‌ପି, ବରଗଡ଼, ରାହୁଲ ଜୈନ- ଏସ୍‌ପି, ଝାରସୁଗୁଡ଼ା, ଶ୍ରବଣ ବିବେକ ଏମ୍ – ଏସ୍‌ପି, ବ୍ରହ୍ମପୁର, ସିଦ୍ଧାର୍ଥ କାଟେରିଆ – ଏସ୍‌ପି, ଖୋର୍ଦ୍ଧା, ଏସ୍‌. ସୁଶ୍ରୀ – ଏସ୍‌ପି ନବରଙ୍ଗପୁର, ଅଭିଳାଷ ଜି – ଏସ୍‌ପି, କଳାହାଣ୍ଡି, ଅଲେଖ ପହି – ଏସ୍‌ପି, ନୟାଗଡ଼ (ଓପିଏସ୍‌)

LEAVE A REPLY

Please enter your comment!
Please enter your name here