ଦଳିତ ଖ୍ରୀଷ୍ଟୀଆନ ଙ୍କ କଳା ଦିବସ ପାଳନ

0
320

ସମ୍ୱିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ ୩ କୁ ଉଚ୍ଛେଦ କରି ମିଶ୍ର କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିବା ସହ ଅନୁସୂଚିତ ହିନ୍ଦୁ ଧର୍ମାଲମ୍ୱିଙ୍କ ଭଳି ସାରା ଖ୍ରୀଷ୍ଟିୟାନ୍ ଦଳିତ ବର୍ଗ ଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯିବାକୁ ଦାବୀ କରି ଆଜି ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଜାତୀୟ କଳାଦିବସ(ଆର୍ତ୍ତନାଦ ଦିବସ) ପାଳନ କରାଯାଇଛି। ଏହି ଅବସରରେ ଏକ ପଦଯାତ୍ରା ବିଜିପୁର ସ୍ଥିତ ଚର୍ଚ୍ଚ ସମୁଖରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲା। ଏଥିରେ ଦକ୍ଷିଣ ଓଡିଶାର ଖ୍ରୀଷ୍ଟିଆନ ଧର୍ମାବଲମ୍ବି ମାନେ ବହୁ ସଂଖ୍ଯା ରେଯୋଗ ଦେଇଥିଲେ।

ଶୋଭାଯାତ୍ରା ବିଜିପୁର ସ୍ଥିତ ଚର୍ଚ୍ଚ ସମୁଖରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ

 

 

 

LEAVE A REPLY

Please enter your comment!
Please enter your name here