ରୋଟାରୀ କ୍ଳବ ର ଚକ୍ଷୁ ପରିକ୍ଷା ଶିବିର

0
329

ବ୍ରହ୍ମପୁର:(୧୧/୮) ବ୍ରହ୍ମପୁର ରୋଟାରୀ କ୍ଳବ ଓ ଗୋପାଳପୁର ରୋଟାରୀ କ୍ଳବ ପକ୍ଷ ରୁ ଇକସ ଚକ୍ଷୁ ହସ୍ପିଟାଲ ସହାୟତା ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥି ରେ ୧୦୦ ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା। ସେଥି ମଧ୍ଯ ରୁ ୨୧ ଜଣ ଙ୍କ ମୋତିଆବିନ୍ଦୁ ଚିକିତ୍ସା ପାଇଁ ଚିହ୍ନଟ କରାଯାଇଥିଲା। ଆସନ୍ତା କାଲି ଇକସ ହସପିଟାଲ ରେ ସେମାନଙ୍କୁ ମାଗଣାରେ ମୋତିଆବିନ୍ଦୁ ଚିକିତ୍ସା କରିଯିବା ବୋଲି ବ୍ରହ୍ମପୁର ରୋଟାରୀ କ୍ଳବ ର ସଂପାଦକ ପ୍ରଦୁମ୍ନ ବିଷୋୟୀ ସୁଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here